ବୁଥ୍‌ବାହୁଡ଼ା ମତକୁ ନେଇ କମ୍ପନ: ବଙ୍ଗରେ ଦିଦି ଆଗରେ

ତାମିଲନାଡ଼ୁରେ ଡିଏମ୍‌କେ, ଆସାମରେ ବିଜେପି, କେରଳରେ ପୁଣି ଏଲ୍‌ଡିଏଫ୍‌ ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି, କେରଳରେ ବାମ ସାମୁଖ୍ୟ ଏବଂ ଆସାମରେ ବିଜେପି କ୍ଷମତା ବଜାୟ ରଖିବେ। ତାମିଲନାଡୁରେ ଆନ୍ନାଡିଏମକେକୁ ଗାଦିଚ୍ୟୁତ କରିବ ଷ୍ଟାଲିନଙ୍କ ଡି‌ଏମ୍‌କେ। ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ସର୍ଭେରୁ ଏଭଳି ସୂଚନା ମିଳିଛି। ତେବେ କିଛି ସଂସ୍ଥାଙ୍କ ରିପୋର୍ଟ କହୁଛି ଯେ ତାମିଲନାଡୁ ଏବଂ କେରଳରେ ଯଥାକ୍ରମେ ଡିଏମକେ … Continue reading ବୁଥ୍‌ବାହୁଡ଼ା ମତକୁ ନେଇ କମ୍ପନ: ବଙ୍ଗରେ ଦିଦି ଆଗରେ